କୁଖ୍ୟାତ ଅପରାଧୀ ଶିବା ଗିରଫ : ୫ଜଣଙ୍କଠୁ ଛିଣ୍ଡାଇ ଥିଲା ଚେନ୍‌

ଭୁବନେଶ୍ବର: ମୋଷ୍ଟ ୱାଣ୍ଟେଡ ଶିବାକୁ କମିସନରେଟ ପୁଲିସ ଗିରଫ କରିଛି। ରାଜଧାନୀରେ ଚେନ ଝମ୍ପା ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୁଲିସ ଧରିଛି। ବାପାଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବ କହି ପାରୋଲୋରେ ଝାରପଡା ଜେଲରୁ ଗତ ଅଗଷ୍ଟ ମାସରେ ଆସିଥିଲା ଶିବା। ସେବେଠୁ ପାରୋଲୋରେ ଆସି ୫ ଜଣକ ଚେନ ଛଡାଇ ଫେରାର ଫେରାର ଥିଲା ଶିବା। ମହିଳା ଓ ଯୁବତୀଙ୍କୁ କରୁଥିଲେ ଟାର୍ଗେଟ। ଶିବା ନାଁରେ କେବଳ ଭୁବନେଶ୍ୱରର … Continue reading କୁଖ୍ୟାତ ଅପରାଧୀ ଶିବା ଗିରଫ : ୫ଜଣଙ୍କଠୁ ଛିଣ୍ଡାଇ ଥିଲା ଚେନ୍‌